About Us - Gadgets Odia360

Gadgets Odia360, ଓଡିଶା ର ପ୍ରଥମ ଓଡ଼ିଆ ଟେକ୍ନୋଲୋଜି ବ୍ଲଗ ଯେଉଁଠାରେ ଆପଣ ପାଇବେ ନୂତନ ଯାନ୍ତ୍ରିକ ଜ୍ଞାନ, ନୂତନ ମୋବାଇଲ ସୂଚନା, ନୂତନ ଗ୍ୟାଜେଟ୍ ସୂଚନା, ନୂତନ ଟେକ୍ନୋଲୋଜି, ନୂତନ କମ୍ପୁଟର ଏବଂ ଆହୁରି ମଧ୍ୟ | ଆପଣ କିଣି ପାରିବେ Amazon, Flipkart, PayTM, TataCliq ଭଳି ୱେବ୍ସାଇଟ ରୁ ନୂତନ ଗ୍ୟାଜେଟ୍, ନୂତନ ମୋବାଇଲ, ନୂତନ କମ୍ପୁଟର କମ ଦାମ ରେ | ଆଜି ହିଁ ଆମ ସୋସିଆଲ ପେଜ ଗୁଡିକ ଫୋଲୋ ଏବଂ ଶବସକ୍ରାଇବ କରନ୍ତୁ |

ଗ୍ୟାଜେଟ୍ ଓଡିଆ 360 ପୋର୍ଟାଲ୍ ଓଡିଶା ରାଜ୍ୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ବିକଶିତ ହୋଇଛି | ଭବିଷ୍ୟତରେ ଓଡିଆ 360 ମଧ୍ୟ ବିନା ମୂଲ୍ୟରେ ଅଧିକ ସେବା ଯୋଗାଇବାକୁ ଚେଷ୍ଟା କରୁଛି ତେଣୁ ଆମ ସହିତ ରୁହନ୍ତୁ |

Thanks
Gadgets.Odia360.Com